କରୋନା ପରେ ବ୍ଲାକଫଙ୍ଗସ : ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସରକାର

ଔଷଧ ଉତ୍ପାଦନ ପାଇଁ ଆଉ ୫ଟି କମ୍ପାନୀକୁ ଦେଲେ ଅନୁମତି ନୂଆଦିଲ୍ଲୀ: ଦେଶରେ ବ୍ଲାକଫଙ୍ଗସ ବଢୁଥିବାବେଳେ ଏହା ସହ ଜଡିତ ଔଷଧର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ଦେଶରେ ବଢୁଥିବା ବ୍ଲାକଫଙ୍ଗସ(ମୁକର୍ମାଇକୋସିସ୍) ପାଇଁ ବ୍ୟବହୃତ ଔଷଧର ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଆହୁରି ୫ଟି ନୂତନ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି କମ୍ପାନୀ ଦେଶରେ ଆମ୍ଫୋଟେରିସିନ୍ ବି ଟିକା ଉତ୍ପାଦନ … Continue reading କରୋନା ପରେ ବ୍ଲାକଫଙ୍ଗସ : ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସରକାର